ଡାକ୍ତର ଅଶ୍ବିନୀଙ୍କୁ ନୋଟିସ୍

ସମ୍ବଲପୁର()  ଅଡୁଆରେ ଭିମସାରର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଥିବା ଅଶ୍ବିନୀ ପୂଜାହାରୀଙ୍କ । ଲୁଣ ଚିକିତ୍ସା ଦ୍ବାରାରୋଗୀଙ୍କ ମାନବାଧିକାର ଉଲ୍ଲଂଘନ ଅଭିଯୋଗରେ ପୂଜାହାରୀଙ୍କୁ ନୋଟିସ ଜାରି କରିଛି ଓଡ଼ିଶା କାଉନସିଲ ଅଫ୍ ମେଡିକାଲ ରେଜିଷ୍ଟ୍ରେସନ । କାଉନସିଲ ଏଥିକ୍ସ କମିଟି ନିକଟରେ ଆସନ୍ତା ୬ ତାରିଖରେ ହାଜର ହୋଇ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

fourteen − 5 =