ଖୋଲିବନି ସ୍କୁଲ, ମଲ ଏବଂ ଯାତ୍ରା

ଭୁବନେଶ୍ୱର: ଆସିଲା ନୂଆ ଗାଇଡଲାଇନ । ଏଥରକ ମଧ୍ୟ ସ୍କୁଲ ଖୋଲିବା ଉପରେ ରୋକ ଲଗାଯାଇଛି । ତେବେ କୋଚିଂ ସେଣ୍ଟର ମଧ୍ୟ ଖୋଲାଯିବ ନାହିଁ । ସେପଟେ ପୂର୍ବଭଳି ବଡ଼ ବଡ଼ ମଲ ଉପରେ ମଧ୍ୟ କଟକଣା ଲଗଯାଇଛି । ଫିଲ୍ମ ସୁଟିଂ ଲାଗି ଅନୁମତି ମିଳିଛି । ଇନଡୋର ଏବଂ ଆଉଟ ଡୋର ସୁଟିଂକୁ ଅନୁମତି ମିଳିଥିବା ବେଳେ ଯାତ୍ରା ଉପରେ ପୁଣିଥରେ ରୋକ ଲଗାଯାଇଛି । ଏବେ କୌଣସି ଯାତ୍ରା ଅନୁଷ୍ଠାନକୁ ଅନୁମତି ମିଳିନାହିଁ ।

Share

Leave a Reply

Your email address will not be published. Required fields are marked *

4 + four =