ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦେଶକ ହେଲେ ନିରଂଜନ

ଭୁବନେଶ୍ୱର() ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ନିଦେ୍ର୍ଧଶକ ତଥା ଯୁଗ୍ମ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିବା ନିରଂଜନ ସେଠୀଙ୍କର ନିଦେ୍ର୍ଧଶକ ପଦବୀକୁ ପଦନ୍ନୋତି ହୋଇଛି । ତାଙ୍କର ୩୦ ବର୍ଷ କାର୍ଯ୍ୟକାଳ ମଧ୍ୟରେ ବିଭିନ୍ନ ସମୟରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଲୋକ ସଂପର୍କ ଅଧିକାରୀ, ବିଭିନ୍ନ ଜିଲ୍ଲାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଉତରାଂଚଳ ଉପ ନିଦେ୍ର୍ଧଶକ(ସମ୍ବଲପୁର), ବିଭାଗର ପ୍ରାୟତଃ ସବୁ ବ୍ରାଂଚ ଅଫସର ଭାବେ ପାର୍ଯ୍ୟକରି ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି । ଗତ ୨୦୧୯ ସାଧାରଣ ନିର୍ବାଚନରେ ନିର୍ବାଚନ ଆୟୋଗଙ୍କ ସୁପାରିଶରେ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାର୍ଯ୍ୟାଳୟରେ ସେ ମିଡିଆ ମ୍ୟାନେଜମେଣ୍ଟ ଓ ସୋସିଆଲ ମିଡିଆର ନୋଡାଲ ଅଫିସର ଭାବେ ଅତି ସଫଳତାର ସହିତ କାର୍ଯ୍ୟ କରିଛନ୍ତି । ମିଡିଆ ମ୍ୟାନେଜମେଣ୍ଟ କ୍ଷେତ୍ରରେ ଅନେକ ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟକରି ସେ ଗଣମାଧ୍ୟମ ଜଗତରେ ବେଶ ପରିଚିତ ହୋଇପାରିଛନ୍ତି । ରାଜୃ ସରକାରଙ୍କ ୫ଟି ଆଧାରରେ ପଦନ୍ନୋତି ପ୍ରକି୍ରୟା ତ୍ୱରାନ୍ୱିତ ହେବା ଫଳରେ ସେ ଦୀର୍ଘ ନିପର ଅଭିଜ୍ଞତା ଓ ବିଭାଗୀୟ କାର୍ଯ୍ୟରେ ବୈଷୟିକ ଦକ୍ଷତାକୁ ଉପଲବ୍ଧ କରି ରାଜ୍ୟ ସରକାର ତାଙ୍କୁ ନିଦେ୍ର୍ଧଶକ ଭାବେ ପଦନ୍ନୋତି ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × 5 =