ସେସୁ ବିରୁଦ୍ଧରେ ଏନଜିଟିର ମକଦ୍ଦମା

ଢେଙ୍କାନାଳ ହାତୀ ମୃତ୍ୟୁ ଘଟଣାରେ ଏନଜିଟି ସେସୁ ଉପରେ ଏକ କୋଟି ଟଙ୍କା ଜରିମାନା କରିଛନ୍ତି । ସେସୁର ଅବହେଳା ଓ ଖାମ୍ଖିଆଲ ମନଭାବ ଯୋଗୁଁ ୭ଟି ହାତୀଙ୍କ ଜୀବନ ଚାଲିଯିବା ପରେ ରାଜ୍ୟ ତଥା ସମଗ୍ର ଦେଶରେ ଏହା ଉଦ୍ବେଗର କାରଣ ହୋଇଥିଲା । ଏହା ଉପରେ ଗଣମାଧ୍ୟମ ଗୁଡିକରେ ପ୍ରସାରିତ ତଥ୍ୟକୁ ନେଇ ଏନଜିଟି ନିଜ ଆଡୁ ସେସୁ ବିରୁଦ୍ଧରେ ଏକ ମାମଲା ରୁଜୁ କରିଛି । ଜଷ୍ଟିସ ଆଦର୍ଶ କୁମାର ଗୋଏଲ ଙ୍କ ଅଧକ୍ଷତାରେ ଏହା ଉପରେ ଶୁଣାଣି ହୋଇଛି । ଏନଜିଟି ଏହି ଦୁର୍ଘଟଣା ପାଇଁ ସେସୁକୁ ଦାୟୀ କରିବା ସହିତ ତା ଉପରେ ୧କୋଟି ଟଙ୍କାର ଜରିମାନା ଧାର୍ଯ୍ୟ କରିଛି ।

Share

Leave a Reply

Your email address will not be published. Required fields are marked *

12 − seven =