ଏଣିକି ବାଇକ ପଛରେ ବସିଥିବା ଲୋକ ହେଲେମେଟ ପିନ୍ଧିବା ଜରୁରୀ

ଭୁବନେଶ୍ୱର() ପ୍ରଥମେ ବାଇକ ଚାଳକ ହେଲମେଟ ନପିନ୍ଧିଲେ ଡ୍ରାଇଭିଂ ଲାଇସେନ୍ସ ବାତିଲ  କରାଯିବ ବୋଲି କୁହାଯାଇଥିଲା । ତେବେ ଏବେ  ଆଉ ଏକ ବଡ଼ ଖବର ସାମାନାକୁ ଆସିଛି । ତାହା ହେଲା ଏଣିକି ବାଇକ ପଛରେ ବସିଥିବା ଲୋକ ବି ହେଲେମେଟ ପିନ୍ଧିବା ଜରୁରୀ । କାରଣ ପଛରେ ବସିଥିବା ଲୋକ ହେଲମେଟ ନପିନ୍ଧିଲେ  ବାଇକ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବ ।  ଉଭୟ ଚାଳକ ଓ ପଛରେ ପସିଥିବା ବ୍ୟକ୍ତି ହେଲମେଟ ପିନ୍ଧିବା ଜରୁରୀ ।  ଉଭୟଙ୍କ ହେଲେମେଟ ନଥିଲେ ଲାଇସେନ୍ସ ସସପେଣ୍ଡ ହେବ ବୋଲି ଏସଟିଏ ପକ୍ଷରୁ କୁହାଯାଇଛି ।

Share

Leave a Reply

Your email address will not be published. Required fields are marked *

five + 14 =