ଏଣିକି ବିଦେଶ ଯିବା ପୂର୍ବରୁ ଅର୍ଥ ବିଭାଗକୁ ଅବଗତ କରାଇବେ ବିଧାୟକ

ଭୁବନେଶ୍ବର()  ଏଣିକି ବିଦେଶ ଗସ୍ତରେ ଯିବା ପୂର୍ବରୁ ଅର୍ଥ ବିଭାଗକୁ ଅବଗତ କରାଇବେ ସାଂସଦ ଓ ବିଧାୟକ। ସରକାରୀ ଅଫିସର୍ ମଧ୍ୟ ଏଥିରୁ ବାଦ ପଡ଼ିବେନି । ଗସ୍ତର ତିନି ସପ୍ତାହ ପୂର୍ବରୁ ଏସମ୍ପର୍କରେ ବିଧିବଦ୍ଧ ବିବରଣୀ ଅର୍ଥ ବିଭାଗକୁ ଜଣାଇବାକୁ ଆଜି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ହୋଇଛି। ବିଧାୟକ, ସାଂସଦ ଓ ସରକାରୀ ଅଧିକାରୀଙ୍କ ଗସ୍ତ ସୂଚୀକୁ ନେଇ ଏକ ବିବରଣୀ ତିନି ସପ୍ତାହ ପୂର୍ବରୁ ଦେବାକୁ ଚିଠିରେ କୁହାଯାଇଛି।

Share

Leave a Reply

Your email address will not be published. Required fields are marked *

fourteen + 12 =