ଶ୍ରୀମନ୍ଦିର ପାଇଁ ନୂଆ SOP

ପୁରୀ: ଶ୍ରୀମନ୍ଦିର ଲାଗି ଆସିଲା ନୂଆ ଏସଓପି । କାଲିଠୁ ୨ଦିନ ସେବକଙ୍କ ପରିବାରକୁ ଦର୍ଶନ ଅନୁମତି ଦିଆଯାଇଛି । ୧୬ରୁ ୨୦ ତାରିଖ ଯାଏଁ ପୁରୀ ସହରବାସୀଙ୍କୁ ଦର୍ଶନ ଅନୁମତି । ଆସନ୍ତା ୨୩ରୁ ସର୍ବସାଧାରଣଙ୍କ ପାଇଁ ଦର୍ଶନ ଅନୁମତି । ସକାଳ ୭ଟା ଯାଏଁ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଅନୁମତି ଦିଆଯାଇଛି । ପ୍ରତି ଶନିବାର ଓ ରବିବାର ସାଧାରଣ ଦର୍ଶନ ବନ୍ଦ ରହିବ । ବଡ଼ ବଡ଼ ପୂଜା ପାର୍ବଣରେ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବାରଣ । ଜନ୍ମାଷ୍ଟମୀ, ଗଣେଷ ପୂଜାରେ ବନ୍ଦ ରହିବ ଶ୍ରୀମନ୍ଦିର ।

Share

Leave a Reply

Your email address will not be published. Required fields are marked *

five + four =