ଆସିବ ଶ୍ରୀମନ୍ଦିର ଦର୍ଶନର ନୂଆ ଏସଓପି

ପୁରୀ: ଦିନ ୧୨ଟାରେ ଶ୍ରୀମନ୍ଦିର ଏସଓପି ସମୀକ୍ଷା ବୈଠକ ବସିବ । ବୈଠକରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପ୍ରଶାସନର ନୂଆ ନିୟମାବଳୀ ନେଇ ଆଲୋଚନା ସମ୍ଭାବନା ରହିଛି । ସପ୍ତାହାନ୍ତ ସଟ୍ଡାଉନ ଉଠିଯାଇଥିଲେ ମଧ୍ୟ ଶନିବାର ଓ ରବିବାର ଶ୍ରୀମନ୍ଦିର ବନ୍ଦ ରହୁଛି । ଏହି ଦୁଇ ଦିନ ଶ୍ରୀମନ୍ଦିର ଖୋଲିବା, ସଂଧ୍ୟା ୭ଟା ପରିବର୍ତ୍ତେ ରାତି ୯ଟା ଯାଏ ଦର୍ଶନ ଅନୁମତି ନେଇ ବୈଠକରେ ନିଷ୍ପତ୍ତି ନିଆଯିବା ସମ୍ଭାବନା ରହିଛି ।

Share

Leave a Reply

Your email address will not be published. Required fields are marked *

sixteen − one =