ମାଓବାଦୀ ନିହତ

ଭୁବନେଶ୍ୱର: ଏସଓଜିର ଓଡ଼ିଶା ପୋଲିସର ମିଳିତ ଅପରେସନ ହୋଇଥିଲା । ପୋଲିସ ମାଓବାଦୀ ଗୁଳି ବିନିମୟ ବେଳେ ନିହତ ହୋଇଥିବା ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ । ତେବେ ମୃତ ମାଓନେତାଙ୍କ ପରିଚୟ ମିଳିପାରି ନାହିଁ । ବରଗଡ଼ ଜିଲ୍ଲା ପଦମପୁର ମାଓ କ୍ୟାଡରର ସିନିୟର ମାଓବାଦୀ ନିହତ । ଭଞ୍ଜଗୁଣ୍ଡା ନିକଟ ଝାଞ୍ଜ ସଂରକ୍ଷିତ ଜଙ୍ଗଲରେ ଏହି ଗୁଳି ବିନିମୟ ହୋଇଥିବା ସୂଚନା । ଏବେ କମ୍ବିଂ ଅପରେସନ ଜାରି ରହିଛି । ତେବେ ହିଂସା ଛାଡ଼ିବାକୁ ଡିଜି ଅପିଲ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

seventeen + one =