୨ ଆତଙ୍କବାଦୀ ନିହତ

ଭୁବନେଶ୍ୱର: ପୋଲିସ- ମାଓବାଦୀ ମଧ୍ୟରେ ଗୁଳି ବିନିମୟ । ସର୍ଚ୍ଚ ଅପରେସନ କରିଛନ୍ତି ଯବାନ । ଓଡ଼ିଶା-ଛତିଶଗଡ଼ ସୀମାନ୍ତ ନାରାୟଣପୁରରେ ଏହି ଗୁଳି ବିନିମୟ ହୋଇଛି । ଏଥିରେ ଦୁଇଜଣ ମାଓ କମାଣ୍ଡରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜଙ୍ଗଲରୁ ରାଇଫଲ, ପିସ୍ତଲ ସହିତ ବିପୁଳ ପରିମାଣର ଅଫୁଟା ଗୁଳି ଜବତ କରିଛି ପୋଲିସ । ବର୍ତ୍ତମାନ ନାରାୟଣପୁର ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି ।

Share

Leave a Reply

Your email address will not be published. Required fields are marked *

4 × four =