ବିଶ୍ୱକର୍ମା ପୂଜାରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଆଜି ହେଉଛି ପିବତ୍ର ବିଶ୍ୱକର୍ମା ପୂଜା । ଦେବଶିଳ୍ପୀଙ୍କ ଆଜି ହେଉଛି ପୂଜା । ଗାଁଠୁ ସହର ସବୁଠିଛି ଉତ୍ସବ ମୁଖର । ବୈଷୟିକ ଶିକ୍ଷାନୁÂାନଠାରୁ ଆରମ୍ଭ କରି ସମସ୍ତ କର୍ମକ୍ଷେତ୍ରରେ ମଧ୍ୟ ଆଜି ପୂଜା କରାଯାଉଛି । ତେବେ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ନିଜ ଟ୍ୱିଟର ପେଜରେ ଲେଖିଛନ୍ତି କି, ପବିତ୍ର ବିଶ୍ୱକର୍ମା ପୂଜାର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ ବିଶ୍ୱକର୍ମାଙ୍କ ଆଶୀର୍ବାଦ ଆମ ସମସ୍ତଙ୍କ ମଧ୍ୟରେ ନୂଆ ସମ୍ଭାବନାର ସଂରଚନା କରୁ। ପ୍ରତିଟି ଜୀବନ ଆଲୋକିତ ଏବଂ ମଙ୍ଗଳମୟ ହେଉ।

Share

Leave a Reply

Your email address will not be published. Required fields are marked *

two × one =