ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ବାତିଲ

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆସନ୍ତା ୧୮ ତାରିଖରେ ହେବାକୁ ଥିବା ପୁରୀ ଗସ୍ତ ବାତିଲ ରଖାଯାଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭୂମିପୂଜା ପାଇଁ ଏହି ମାସ ୧୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ କାର୍ୟ୍ୟକ୍ରମ ଥିଲା । ତେବେ, ଲଘୁଚାପ ପରବର୍ତ୍ତୀ ବାତ୍ୟା ସମ୍ଭାବନା ଥିବାରୁ ଗସ୍ତକୁ ବାତିଲ କରିଦିଆଯାଇଛି । ଗସ୍ତ ନେଇ ପୁଣି ଥରେ ତାରିଖ ନିର୍ଦ୍ଧାରଣ କରାଯିବ ।

Share

Leave a Reply

Your email address will not be published. Required fields are marked *

eleven − three =