ହକି ଖେଳାଳୀଙ୍କ ସହ ଫଟୋସୁଟ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ଓ ମହିଳା ଦଳର ପ୍ରଦର୍ଶନକୁ ସାରା ଦେଶ ପ୍ରଂଶସା କରିଛି । ତେବେ ଖେଳାଳୀଙ୍କୁ ସମ୍ବର୍ଦ୍ଧିତ କରିବା ଲାଗି ମୁଖ୍ୟମନ୍ତ୍ରୀ ଭୁବେଶ୍ୱରକୁ ସ୍ୱାଗତ କରିଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଉଭୟ ଦଳକୁ ସମ୍ବର୍ଦ୍ଧନା କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ପୁରୁଷ ଓ ମହିଳା ଦଳ ସହ ଫଟୋ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ । ଉଭୟ ପୁରୁଷ ଓ ମହିଳା ଦଳର ଗୋଲକିପରଙ୍କ ସହ ମଧ୍ୟ ଫଟୋ ସୁଟ କରିଛନ୍ତି ନବୀନ । ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Share

Leave a Reply

Your email address will not be published. Required fields are marked *

19 − 5 =