ଓଡିଶା ଆଦର୍ଶ ବିଦ୍ୟାଳୟ ଉତ୍କର୍ଷ କେନ୍ଦ୍ରର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ଅନ୍ଧାରୁଆରେ ଓଡିଶା ଆଦର୍ଶ ବିଦ୍ୟାଳୟ ଉତ୍କର୍ଷ କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି । ଭିଡିଓ କନଫରେନସିଂ ଜରିଆରେ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ୧୩ ଏକର ଜମିରେ ବିଦ୍ୟାଳୟ କ୍ୟାମ୍ପସ ପ୍ରତିଷ୍ଠା ହେବ । ଏହି ଓଡିଶା ଆଦର୍ଶ ବିଦ୍ୟାଳୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ହେଲେ ଏଥିରେ ୧ ହଜାର ଛାତ୍ରଛାତ୍ରୀ ପଢିବେ । ବିଦ୍ୟାଳୟରେ ୨୬ଟି ଶ୍ରେଣୀଗୃହ, ୮ଟି ବିଜ୍ଞାନାଗାର, ୨ଟି ଛାତ୍ର ନିବାସ, ୨ଟି ଛାତ୍ରୀ ନିବାସ ରହିବ । ଏଥିସହ ୮ଟି ଅତିଥି କକ୍ଷ, ୨୨ଟି ଟିଚର କ୍ୱାର୍ଟର ଏବଂ ୧୨ ଏକରର ଖେଳପଡିଆ ରହିବ ।

Share

Leave a Reply

Your email address will not be published. Required fields are marked *

4 + five =