୬ଜଣ ବରିଷ୍ଟ ପର୍ଯ୍ୟବେକ୍ଷକଙ୍କୁ ଜିଲ୍ଲା ଦାୟିତ୍ୱ

ଭୁବନେଶ୍ୱର: ବିଜେଡିର ଜିଲ୍ଲାୱାରୀ ୬ ଜଣ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ଜିଲ୍ଲା ଦାୟିତ୍ୱ ନିଯୁକ୍ତ । ରାଜ୍ୟର ସବୁ ଜିଲ୍ଲା ପାଇଁ ୬ ଜଣ ପର‌୍ୟ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି ଦଳୀୟ ସଭାପତି ନବୀନ ପଟ୍ଟନାୟକ । ଜାଣନ୍ତୁ କେଉଁ ଜିଲ୍ଲା ପାଇଁ କିଏ?
ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି, କୋରାପୁଟ ଜିଲ୍ଲା ପାଇଁ ବିକ୍ରମ କେଶରୀ ଆରୁଖ ଦାୟିତ୍ୱରେ ଅଛନ୍ତି । ଗଞ୍ଜାମ, ନୟାଗଡ଼, କନ୍ଧମାଳ, ଖୋର୍ଦ୍ଧା ,ପୁରୀ ବୌଦ୍ଧ ଜିଲ୍ଲା ପାଇଁ ଦେବୀ ପ୍ରସାଦ ମିଶ୍ର । ସେହିପରି ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର ବରଗଡ ଜିଲ୍ଲା ପାଇଁ ନିରଞ୍ଜନ ପୂଜାରୀ ଦାୟିତ୍ୱରେ ଅଛନ୍ତି । ସୁନ୍ଦରଗଡ, ଝାରସୁଗୁଡ଼ା ସମ୍ବଲପୁର, ସୁବର୍ଣ୍ଣପୁର, ଦେବଗଡ଼, ଅନୁଗୁଳ, ଢ଼େଙ୍କାନାଳ ଜିଲ୍ଲା ଦାୟିତ୍ୱରେ ଅଛନ୍ତି ସୌମ୍ୟ ରଞ୍ଜନ ପଟ୍ଟନାୟକ । ସେହିପରି କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଭଦ୍ରକ, ବାଲେଶ୍ୱର ଜିଲ୍ଲା ଦାୟିତ୍ୱରେ ଅଛନ୍ତି ପ୍ରସନ୍ନ ଆଚାର‌୍ୟ୍ୟ । ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ଆୟିତ୍ୱରେ ଅଛନ୍ତି ମହେଶ୍ୱର ମହାନ୍ତି ।

Share

Leave a Reply

Your email address will not be published. Required fields are marked *

two × two =