ଜେଇଇ ଓ ଏନ୍‌ଇଇଟି ସ୍ଥଗିତ ରଖିବାକୁ ଅନୁରୋଧ

ଭୁବନେଶ୍ବର () ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ୍‌ ଯୋଗେ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜେଇଇ ଓ ଏନ୍‌ଇଇଟି ସ୍ଥିଗିତ ରଖିବାକୁ ଅନୁରୋଧ କଲେ ନବୀନ ପଟ୍ଟନାୟକ। ଏହା ସହିତ ଆମ ରାଜ୍ୟର ଅନେକ ଅଞ୍ଚଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କୋଭିଡ ଓ ବନ୍ୟା ସ୍ଥିତ ପାଇଁ ଜେଇଇ ଓ ଏନ୍‌ଇଇଟି ପରୀକ୍ଷା ସ୍ଥଗିତ ରଖାଯାଉ। ତେଣୁ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରରେ ହାଜର ହେବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଦୁଇ ଦିନ ପୂର୍ବରୁ ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ।

Share

Leave a Reply

Your email address will not be published. Required fields are marked *

three × 2 =