ନୂଆ ବସ୍ ଟର୍ମିନାଲ ଉଦଘାଟନ ପରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା …

ଭୁବନେଶ୍ବର () ଭାରତମାତାର ସୁଯୋଗ୍ୟ ସନ୍ତାନ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ କଟକ ନେତାଜୀ ବସ ଟର୍ମିନାଲର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ସେ ନିଜର ଖୁସି ବ୍ୟକ୍ତ କରିବା ସହ ହଜାରେ ବର୍ଷର କଟକ ସହରର ଗରିମାକୁ ଏହି ବସ ଟର୍ମିନାଲ ଆହୁରି ବୃଦ୍ଧି କରିବ ବୋଲି କହିଛନ୍ତି। ଦେଶ ପାଇଁ, ଜାତି ପାଇଁ ତାଙ୍କର ଅସୀମ ତ୍ୟାଗକୁ ସବୁ ଦିନ ପାଇଁ ଜୀବିତ ରଖିବ।

Share

Leave a Reply

Your email address will not be published. Required fields are marked *

two × 4 =