ଆଜି ବିଜେଡି ବିଧାୟକ ଦଳ ବୈଠକ

ଭୁବନେଶ୍ବର()  ଆଜି ବସିବ ବିଜେଡି ବିଧାୟକ ଦଳ ବୈଠକ । ନବ ନିର୍ବାଚିତ ବିଧାୟକମାନେ ଦଳୀୟ କାର୍ୟ୍ୟାଳୟରେ ଏକାଠି ହୋଇ ନବୀନଙ୍କୁ ସେମାନଙ୍କର ନେତା ବାଛିବେ । ଏହା ପରେ ନବୀନ ରାଜଭାବନ ଯାଇ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ସଂଖ୍ୟା ଗରିଷ୍ଠତା ଉପସ୍ଥାପନ ସହ ସରକାର ଗଠନ ପାଇଁ ପ୍ରସ୍ତାବ ରଖିବେ । ଏହା ପୂର୍ବରୁ ନବୀନ ବିଜୟୀ ୧୨ ସାଂସଦଙ୍କ ସହ ଆଲୋଚନା କରିବେ ।

ଏପଟେ ଆସନ୍ତା ୨୯ ତାରିଖରେ ନୂଆ ସରକାର ଶପଥ ନେବ । ତେବେ ପ୍ରଥମ ଥର ପାଇଁ ରାଜଭବନ ବାହାରେ ମାନେ ପ୍ରଦର୍ଶନୀ ପଡିଆରେ ଶପଥ ଗ୍ରହଣ କାର୍ୟ୍ୟକ୍ରମର ଆୟୋଜନ ଚାଲିଛି । ଏଥିପାଇଁ ପ୍ରଦର୍ଶନୀ ପଡ଼ିଆରେ ପ୍ରସ୍ତୁତି ଚାଲିଛି।

Share

Leave a Reply

Your email address will not be published. Required fields are marked *

10 − seven =