ଏସସିବିରେ ଇକମୋ ଚିକିତ୍ସା ସେବାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କଟକ: ଏସସିବି ମେଡିକାଲରେ ଇକମୋ ଚିକିତ୍ସା ସେବାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏଠାରେ ରୋଗୀଙ୍କୁ ମାଗଣାରେ ଏହି ସୁବିଧା ଦିଆଯିବ । ଇକମୋ ଚିକିତ୍ସାରେ ଖର୍ଚ୍ଚ ହେଉଥିବା ସମସ୍ତ ଅର୍ଥ ରାଜ୍ୟ ସରକାର ବହନ କରିବେ । ତୃତୀୟ ଲହର ଆସୁଥିବାରୁ ସତର୍କ ରହିବାକୁ ପଡିବ । ତେବେ ଆଗୁଆ ପ୍ରସ୍ତୁତ ରହିବା ସହ କରୋନାକୁ ଏଡାଇ ପାରିବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Share

Leave a Reply

Your email address will not be published. Required fields are marked *

5 × 4 =