ମୋଦିଙ୍କୁ ନବୀନଙ୍କ ଅଭିନନ୍ଦନ

ଭୁବନେଶ୍ବର ()  କେନ୍ଦ୍ରରେ ଆଗାମୀ ଶାସନ ପାଇଁ ବିଜେପିକୁ ବହୁମତ ମିଳିବା ପରେ ଟେଲିଫୋନ୍ ଯୋଗେ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ସେହିଭଳି ମୋଦି ମଧ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଛନ୍ତି । ନିଜ ଅଫିସିଆଲ ଟ୍ୱିଟର ପେଜ୍ ଜରିଆରେ ନବୀନଙ୍କୁ ପଞ୍ଚମଥର ପାଇଁ ଓଡ଼ିଶାରେ ବିଜୟ ତିଳକ ପିନ୍ଧିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ମୋଦି ।

Share

Leave a Reply

Your email address will not be published. Required fields are marked *

four − two =