୧୬ ରେ ନବୀନଙ୍କ ଜନ୍ମଦିନ

ଭୁବନେଶ୍ୱର() ଓଡିଶାରୁ ୫ ଥର ମୁଖ୍ୟମନ୍ତ୍ରୀ ହୋଇ ସବୁଆଡେ ଚର୍ଚ୍ଚାରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତମାସ ୧୬ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୭୩ ବର୍ଷ ଅତିକ୍ରମ କରି ୭୪ ବର୍ଷ ବୟସରେ ପଦାର୍ପଣ କରିବେ। ଆପଣଙ୍କୁ କହି ରଖୁଛୁ ଗତ ବର୍ଷ ମୁଖ୍ୟମନ୍ତ୍ରୀ ନିଜ ଜନ୍ମଦିନ ପାଳନ କରିନଥିଲେ । କାରଣ ଗତବର୍ଷ ‘ତିତିଲି’ ଯୋଗୁଁ ନବୀନ ନିଜ ଜନ୍ମଦିନ ପାଳନ ପାଇଁ ମନା କରିଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

five × four =