ଉତ୍କଳ ଦିବସ ଅବସରରେ କରୋନା ବିରୋଧରେ ଲଢିବାକୁ ନବୀନଙ୍କ ଆହ୍ବାନ

ଭୁବନେଶ୍ୱର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳ ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଏକଜୁଟ ହୋଇ କରୋନା ବିରୋଧରେ ଲଢିବାକୁ ଆହ୍ବାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏକ ଟ୍ବିଟ୍‌ ଜରିଆରେ କହିଛନ୍ତି ଯେ, ଆମେ ଓଡିଆମାନେ ଆମର ସାହସିକତା ପାଇଁ ସବୁବେଳେ ଜଣାଶୁଣା ।

 

କିନ୍ତୁ କରୋନା ବିରୋଧରେ ଲଢିବା ପାଇଁ ଆମର ଏକତା ଏବଂ ଅଖଣ୍ଡତା ଦେଖାଇବାର ସମୟ ଆସିଛି।

Share

Leave a Reply

Your email address will not be published. Required fields are marked *

one + fourteen =