ବନ୍ୟା ପ୍ରଭାବିତଙ୍କ ପାଇଁ ୩୦୦ କୋଟିର ପ୍ୟାକେଜ ଘୋଷଣା

ଭୁବନେଶ୍ୱର() ବନ୍ୟା ପ୍ରଭାବିତଙ୍କ ଚାଷୀଙ୍କ ସହାୟତା ପାଇଁ ଆଜି ୩୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତମାସ ବନ୍ୟାରେ ପ୍ରଭାବିତ ହୋଇଥିବା ଚାଷୀଙ୍କ ପାଇଁ ଏହି ସହାୟତ ରାଶି ଘୋଷଣା ହୋଇଛି । ୩୩%ରୁ କମ୍ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏକର ପିଛା ୬.୮୦୦ ଟଙ୍କା ଦିଆଯିବ ।

ସେହିପରି ଅଣସେଚିତ ଜମି ପାଇଁ ହେକ୍ଟର ପିଛା ୬ ହଜାର ୮୦୦ ଟଙ୍କା ମିଳିବ । ବାରମାସୀ ଫସଲ ପାଇଁ ଏକର ପ୍ରତି ୧୮ ହଜାର ଟଙ୍କା ମିଳିବ । ଜଳସେଚିତ ଜମି ପାଇଁ ୧୩ ହଜାର ୫୦୦ ଟଙ୍କା ମିଳିବ । ୫୦% ସବସିଡିରେ ୨୦୦୦ ପାଣି ପମ୍ପ ସେଟ ମିଳିବ ।

Share

Leave a Reply

Your email address will not be published. Required fields are marked *

8 + seven =