ଜାତୀୟ ନିରପତ୍ତା ଦିବସରେ ନବୀନଙ୍କ ବାର୍ତ୍ତା

ଆଜି ଜାତୀୟ ନିରାପତ୍ତା ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଚଳିତ ନିରାପତ୍ତା ପ୍ରଟୋକଲ ମାନି ନିଜକୁ ଓ ଆମର ପ୍ରିୟଜନମାନଙ୍କର ସୁରକ୍ଷା ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କାର୍ୟ୍ୟସ୍ଥଳୀ, ସଡ଼କ ଓ ଅନ୍ୟ ଜାଗାରେ ଦୃଢ଼ ସୁରକ୍ଷା ବ୍ୟବସ୍ଥା ସହ ମୂଲ୍ୟବାନ ଜୀବନ ବଞ୍ଚାଇବା ପାଇଁ ନେଇ ସଚେତନତା ସୃଷ୍ଟି ଉପରେ ଗୁରୁତ୍ଵାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Share

Leave a Reply

Your email address will not be published. Required fields are marked *

4 × five =