ସ୍ୱସ୍ଥ୍ୟମନ୍ତ୍ରୀଙ୍କ ସୂଚନା, ରାଜ୍ୟରେ ୧୦ଟି ନସିଂ କଲେଜ ସ୍ଥାପନ ହେବ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୦ଟି ନସିଂ କଲେଜ ହେବ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ । ରାଜ୍ୟରେ ୬ଶହ ସିଟ୍ ବିଶିଷ୍ଟ ନସିଂ କଲେଜ ସ୍ଥାପନ ହେବ । ପୁରୀ,ସୁନ୍ଦରଗଡ଼,ଅନୁଗୁଳ,କେନ୍ଦୁଝର,ଯାଜପୁର, ମୟୂରଭଞ୍ଜ, ବଲାଙ୍ଗୀର,କୋରାପୁଟ, ବାଲେଶ୍ୱର ଓ ଝାରସୁଗୁଡ଼ା ଜିଲ୍ଲାରେ ହେବ ନସିଂ କଲେଜ । ତେବେ ଏହି ସବୁ ଜିଲ୍ଲାରେ ନସିଂ କଲେଜ ହେଲେ ଛାତ୍ର ଛାତ୍ରୀମାନେ ବହୁ ସୁବିଧା ପାଇ ପାରିବେ । ଏଣିକି ଆଉ ନସିଂ ପଢ଼ିବା ଲାଗି ବାହାର ଜିଲ୍ଲାକୁ ଯିବାକୁ ପଡ଼ିବ ନାହିଁ । ଆଜି ଏନେଇ ସୂଜନା ଦେଇଛନ୍ତିି ସ୍ୱାସ୍ଥ୍ୟମନ୍ତ୍ରୀ ।

Share

Leave a Reply

Your email address will not be published. Required fields are marked *

one × one =