ସେପ୍ଟେମ୍ବର ୧୩ରେ ନିଟ୍ ପରୀକ୍ଷା

ନୂଆଦିଲ୍ଲୀ() ଦେଶ ଓ ରାଜ୍ୟରେ ମହାମାରୀ କରୋନା ବ୍ୟାପିବାରେ ଲାଗିଛି । ତେଣୁ ପ୍ରାୟ ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଥିଲା । କିନ୍ତୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୧ରୁ ୬ ତାରିଖ ମଧ୍ୟରେ ଜେଇଇ ମେନ ପରୀକ୍ଷା ହେବ ବୋଲି ସୂଚନା ମିଳିଛି । ସେହିପରି ସେପ୍ଟେମ୍ବର ୧୩ରେ ନିଟ୍ ପରୀକ୍ଷା ହେବ । ପରୀକ୍ଷାକୁ ସ୍ଥଗିତ କରିବା ନେଇ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଏହା ପୂର୍ବରୁ ଦୁଇଥର ପରୀକ୍ଷାକୁ ସ୍ଥଗିତ କରାଯାଇଛି । ପ୍ରଥମେ ମେ ଓ ପରେ ଜୁଲାଇରେ ପରୀକ୍ଷା ହୋଇଥାନ୍ତା ।

Share

Leave a Reply

Your email address will not be published. Required fields are marked *

5 × 1 =