ଯୁବକଙ୍କୁ ଗଳାକାଟି ହତ୍ୟା

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୀନାବଜାରରେ ଜଣେ ଯୁବକଙ୍କୁ ଗଳାକାଟି ହତ୍ୟା କରାଯାଇଛି। ଯୁବକ ଜଣଙ୍କ ଘରେ ଥିବା ବେଳେ ଦୁର୍ବୃତ୍ତ ଘରେ ପଶି ହତ୍ୟା କରିଥିଲା।ମୃତକ ଜଣଙ୍କ ମଣ୍ଟୁ ପାତ୍ର ହୋଇଥିବା ବେଳେ  ସେ ଜଣେ ସୁନା ଦୋକାନୀ । ମଣ୍ଟୁଙ୍କ ହତ୍ୟା କାରଣ ବତ୍ତର୍ମାନ ସୁଦ୍ଧା ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

 

Share

Leave a Reply

Your email address will not be published. Required fields are marked *

three × 3 =