ଭାରତୀୟ ପାଣିପାଗ ବିଭାଗର ନୂଆ ମହାନିର୍ଦ୍ଦେଶକ ହେଲେ ମୃତ୍ୟୁଞ୍ଜୟ

ଭୁବନେଶ୍ବର()  ଭାରତୀୟ ପାଣିପାଗ ବିଭାଗର ନୂଆ ମହାନିର୍ଦ୍ଦେଶକ ।ଭାରତୀୟ ପାଣିପାଗ ବିଭାଗର ନୂଆ ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି ମୃତ୍ୟୁଞ୍ଜୟ ମହାପାତ୍ର । ମୃତ୍ୟୁଞ୍ଜୟ ପୂର୍ବରୁ ଆଇଏମଡିର ବାତ୍ୟା ବିଭାଗର ମୁଖ୍ୟ ଭାବେ କାର୍ୟ୍ୟ କରୁଥିଲେ । କିନ୍ତୁ ଏବେ ତାଙ୍କୁ ଭାରତୀୟ ପାଣିପାଗ ବିଭାଗର ନୂଆ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ଆସନ୍ତା ଅଗଷ୍ଟ ୧ ତାରିଖରୁ ମହାନିର୍ଦ୍ଦେଶକ ପଦର ଦାୟିତ୍ୱ ଗ୍ରହଣ କରିବେ ମୃତ୍ୟୁଞ୍ଜୟ । ପୂର୍ବରୁ ଅନେକ ବାତ୍ୟାର ସଠିକ୍ ଆକଳନ କରି ନିଜ ଦକ୍ଷତାର ପରିଚୟ ଦେଇଥିଲେ ମୃତ୍ୟୁଞ୍ଜୟ ।

Share

Leave a Reply

Your email address will not be published. Required fields are marked *

five − five =