ଜୟପୁରରେ ବର୍ଷିଲେ ମୋଦି

ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଓଡିଶା ଗସ୍ତ । ଜୟପୁରରେ ମୋଦିଙ୍କ ନିର୍ବାଚନ ପ୍ରଚାର । ଜୟ ଜଗନ୍ନାଥ କହି ମୋଦି ଆରମ୍ଭ କଲେ ଅଭିଭାଷଣ । ଆମ ସରକାରର ସଫଳତାର ହକଦାର ଭାରତର ଜନତା । ମୋ ସରକାରର ୫ବର୍ଷର ସଫଳତାର ଶ୍ରେୟ ଦେଶବାସୀଙ୍କର । ପଦ୍ମ ପୁରସ୍କାର ପାଇଁ କମଳା ପୂଜାରୀଙ୍କୁ ଅଭିନନ୍ଦନ ଜଣାଇଲେ ମୋଦି । ସମାଜର ସବୁ ବର୍ଗର ଲୋକଙ୍କ ଉନ୍ନତି ପାଇଁ ପ୍ରୟାସ ଚାଲିଛି ବୋଲି ମୋଦି କହିଛନ୍ତି । ରାୟଗଡ଼ାରେ ନୂଆ ରେଳ ଡିଭିଜନ କରାଯାଇଛି । ବୈଜ୍ଞାନିକଙ୍କ ସଫଳତା ପାଇଁ ବଧାଇ ଜଣାଇଲେ । ମାସେ ହେଲାଣି ପାକିସ୍ତାନ ଶବ ଗଣୁଛି ।

ଓଡ଼ିଶା ଓ ଭାରତକୁ ମଜଭୁତ କରିବା ସରକାର ଦରକାର କି ନାହିଁ । ନବୀନଙ୍କୁ ଆକ୍ଷେପ କଲେ ମୋଦି । ମଜଭୁତ ସରକାର ନା ମଜବୁର ସରକାର ଦରକାର । ଓଡ଼ିଶା ମଜଭୁତ ହେବ ଯେତେବେଳେ ଆଦିବାସୀ ଆଗକୁ ବଢ଼ିବେ । “ମୁଁ ବି ଚୌକିଦାର”- ଓଡ଼ିଆରେ ଆହ୍ବାନ ଦେଲେ । ଓଡ଼ିଶାରେ ପ୍ରକୃତି ସଂପଦ ଭର୍ତ୍ତି ରହିଛି । ଓଡ଼ିଶାର ସଂପତ୍ତି ଗୁଜରାଟରେ ଥାଆନ୍ତା କି ମୁଁ ଭାବୁଥିଲି । ଏଠାରେ ପର୍ୟ୍ୟଟନ, ମନ୍ଦିର, ସମୁଦ୍ର ଅଛି । ଓଡ଼ିଶା ପ୍ରାକୃତିକ ସଂପତ୍ତିର ଧନୀ, କିନ୍ତୁ ଓଡିଆ ଗରିବ ।

Share

Leave a Reply

Your email address will not be published. Required fields are marked *

9 − 4 =