ମୋ ସରକାରରେ ମିଶିଲା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ

ଭୁବନେଶ୍ବର () ମୋ ସରକାରରେ ସାମିଲ ହେଲା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମୋ ସରକାରରେ ସାମିଲ ହୋଇଛି । କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଉପସ୍ଥିତ ଥିଲେ ।

ଏଥିରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଫାଇଭ ଟି ସଚସିବ ଭି କେ ପାଣ୍ଡିଆନ, ବିଭାଗୀୟ ସଚିବ ପି କେ ମହାପାତ୍ର ଉପସ୍ଥିତ ଥିଲେ । ଏଣିକି ପାଉତି ସହ ଅନ୍ୟ ସୁବିଧା ପାଇବାରେ ଲୋକଙ୍କୁ ସହଜ ହେବ । ଘରେ ବସି ଏସବୁ ସୁବିଧା ମିଳିବ । ଏଥିପାଇଁ ନୂଆ ପୋର୍ଟାଲ ଖୋଲିଛନ୍ତି ରାଜ୍ୟ ସରକାର ।

Share

Leave a Reply

Your email address will not be published. Required fields are marked *

four × four =