୫-ଟି କେମିତି ଚାଲିଛି ଦେଖିଲେ ଗୃହରାଷ୍ଟ୍ର ମନ୍ତ୍ରୀ

ଭୁବନେଶ୍ୱର() ଆଜି ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଅଚାନକ କମିଶନରେଟ ପୋଲିସର ଲକ୍ଷ୍ମୀସାଗର ଥାନାକୁ ଗସ୍ତ କରିଥିଲେ । ଥାନାରେ ମୋ ସରକାର କାର୍ଯ୍ୟକ୍ରମ କିପରି କାର୍ଯ୍ୟକାରୀ ହେଉଛି ସେ ନେଇ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଥାନାକୁ ମାମଲା ନେଇ ଆସୁଥିବା ଅଭିଯୋଗକାରୀ ମାନଙ୍କୁ କିପରି ବ୍ୟବହାର କରାଯାଉଛି ସେନେଇ ମଧ୍ୟ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

Share

Leave a Reply

Your email address will not be published. Required fields are marked *

13 + seventeen =