ମେଡିକାଲ ଶିକ୍ଷାରେ ଓବିସି ସଂରକ୍ଷଣ

ଭୁବନେଶ୍ୱର: ମେଡିକାଲ ଶିକ୍ଷାରେ ଓବିସି, ଇଡବ୍ଲ୍ୟୁସି ପାଇଁ ସଂରକ୍ଷଣ ବ୍ୟବସ୍ଥା ଘୋଷଣା କରାଯାଇଛି । ଓବିସି ଏବଂ ଇଡବ୍ଲ୍ୟୁସିଙ୍କ ପାଇଁ ସଂରକ୍ଷଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଓବିସି ପାଇଁ ୨୭% ଓ ଇଡବ୍ଲ୍ୟୁସିଙ୍କ ପାଇଁ ୧୦% ସଂରକ୍ଷଣ । ଇଡବ୍ଲ୍ୟୁସି- ଇକୋନୋମିକାଲ ୱିକର ସେକ୍ସନ ବା ଆର୍ଥିକ ଅନଗ୍ରସର ବର୍ଗ ଏଥିରେ ଯାଉଛନ୍ତି ।

Share

Leave a Reply

Your email address will not be published. Required fields are marked *

20 − 18 =