ଆସନ୍ତାକାଲି ପ୍ରକାଶ ପାଇବ ମେଟ୍ରିକ ରେଜଲ୍ଟ

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ମେଟ୍ରିକ ରେଜଲ୍ଟ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା । ଅପରାହ୍ନ ୪ଟାରେ ମେଟ୍ରିକ ରେଜଲ୍ଟ ବାହାରିବ ବୋଲି ସୂଚନା ମିଳିଛି । ମୁକ୍ତ ଓ ମଧ୍ୟମା ଫଳ ପ୍ରକାଶ ପାଇବ । ସଦ୍ଧ୍ୟା ୬ଟାରେ ୱେବସାଇଟରେ ଉପଲବ୍ଧ ହେବ । ଏହି ସାଇଟରେ ପ୍ରକାଶ ପାଇବ ରେଜଲ୍ଟ ।

Share

Leave a Reply

Your email address will not be published. Required fields are marked *

3 × four =