ଜୁନ୍ ଶେଷ ସପ୍ତାହରେ ପ୍ରକାଶ ପାଇବ ମେଟ୍ରିକ୍ ରେଜଲ୍ଟ୍‌

ଭୁବନେଶ୍ୱର: ଜୁନ୍ ଶେଷ ସପ୍ତାହରେ ବାହାରିବ ମେଟ୍ରିକ ରେଜଲ୍ଟ୍ । ନିର୍ଦ୍ଧାରିତ ସମୟରେ ରେଜଲ୍ଟ ପାଇଁ ଚେଷ୍ଠା କରାଯାଉଛି । ମାଟ୍ରିକ ମୂଲ୍ୟାୟନ କାର୍ଯ୍ୟ ସଠିକ ଭାବରେ କରାଯାଉଛି । ଆଜି ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେପଟେ ସ୍କୁଲ ଖୋଲିବା ପ୍ରସଙ୍ଘରେ ମନ୍ତ୍ରୀ କହିଛନ୍ତି କି ଏବେ ସ୍କୁଲ ଖୋଲାଯିବା କହିବା ସମ୍ଭବ ନୁହେଁ । ମୁଖ୍ୟମନ୍ତ୍ରୀ ଓ ବିଶେଷଜ୍ଞମାନେ ନିଷ୍ପତି ନେବେ । ଏହାପରେ ସ୍କୁଲ ଖୋଲିବା ନେଇ କୁହାଯିବ ।

Share

Leave a Reply

Your email address will not be published. Required fields are marked *

2 × five =