ବଦଳିବ ମାଟ୍ରିକ୍ ପରୀକ୍ଷା ଢାଞ୍ଚା

ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ବୋର୍ଡ ଅଧ୍ୟକ୍ଷା ଜାହାନ ଆରା ବେଗମ୍‌ ସୂଚନା ଅନୁସାରେ ୨୦୨୦-୨୧ରୁ ବଦଳିବ ମାଟ୍ରିକ୍ ପରୀକ୍ଷା ଢାଞ୍ଚା। ଓଏମ୍‌ଆର୍‌ ସିଟ୍ ଓ ମଲ୍ଟିପୁଲ୍‌ ସଂକ୍ଷିପ୍ତ ପ୍ରଶ୍ନୋତ୍ତର ଢାଞ୍ଚା ଉଠିଯିବ ଏବଂ ଏଣିକି ୫୦ ମାର୍କର ଅବ୍‌ଜେକ୍‌ଟିଭ୍‌ ଓ ୫୦ ମାର୍କ ସବ୍‌ଜେକ୍ଟିଭ୍ ରହିବ। ତେଣୁ ଅବ୍‌ଜେକ୍‌ଟିଭ୍‌ରେ ୧୫ ଓ ସବ୍‌ଜେକଟିଭ୍‌ରେ ୧୫ ନମ୍ୱର ରଖିବାକୁ ପଡ଼ିବ।ସେହିପରି ୨୦୧୯ ବର୍ଷରେ ମଧ୍ୟ ମାଟ୍ରିକ୍‌ ପରୀକ୍ଷାର ଢାଞ୍ଚା ସାମାନ୍ୟ ବଦଳିବ।  ୩ ସେଟ୍ ବଦଳରେ ୪ଟି ସେଟ୍ ପ୍ରଶ୍ନ ପଡ଼ିବ।ଚଳିତ ବର୍ଷ ନବମ ଶ୍ରେଣୀରେ ୨୦୨୦-୨୧ ଢାଞ୍ଚାରେ ପରୀକ୍ଷା ହେବ।

 

Share

Leave a Reply

Your email address will not be published. Required fields are marked *

one × 1 =