ମାଲକାନ୍ଗିରିରେ ମହିଳା ମାଓବାଦୀଙ୍କୁ ଏନ୍କାଂଉଟର

ମାଲକାନ୍ଗିର –ମାଲକାନ୍ଗିରି ସୀମାରେ ଆଜି ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଛି । ସେଠାରେ ବର୍ତମାନ ସୁଧା ସର୍ଚଅପରେସନ ଜାରି ରହିଛି । ଦୀର୍ଘ ଦିନ ଧରି ଏହି ଅଂଚଳର ଆଦୀବାସୀମାନେ ମାଓବାଦୀ ମାନଙ୍କ ଦୈରାତ୍ମ୍ୟରେ ଅତିÂ ହୋଇ ମାଓବାଦୀ ମାନଙ୍କ ବିରୋଧରେ ସ୍ୱର ଉତୋଳନ କରିଛନ୍ତି । ମାଲକାନ୍ଗିରି ଓ ଏହାର ଆଖପାଖ ଅଂଚଳରେ ଗତ କିଛି ଦିନ ହେଲା ମାଓ ବିରୋଧି ପୋଷ୍ଟର ମାନ ଦେଖିବାକୁ ମିଳୁଛି ।

Share

Leave a Reply

Your email address will not be published. Required fields are marked *

twenty − 2 =