ଆସୁଛନ୍ତି ମନ୍ଦିରା ବେଦୀ … ଦେବେ ଫିଟନେସ ମନ୍ତ୍ର

ଭୁବନେଶ୍ୱର () ବଲିଉଡ ସେଲିବ୍ରିଟି ମଡେଲ ତଥା କ୍ରୀଡା କାର୍ଯ୍ୟକ୍ରମର ଉପସ୍ଥାପିକା ମନ୍ଦିରା ବେଦୀ ଆସନ୍ତା 18 ତାରିଖରେ ଭୁବନେଶ୍ୱର ଆସିବେ । ସେ ରାତି ମାରାଥନ କାର୍ଯ୍ୟକ୍ରମରେ ଯୋଗଦେବେ । ଏଥିସହ ସେ ଭୁବନେଶ୍ୱରର ଯୁବପୀଢ଼ିଙ୍କ ଫିଟନେସ ମନ୍ତ୍ର ଦେବେ ।

Share

Leave a Reply

Your email address will not be published. Required fields are marked *

19 + twenty =