ମାନସ ସ୍ଵାଇଁ ହତ୍ୟା ମାମଲା:ଜେଲ୍ ଗଲେ ଶର୍ମିଷ୍ଠା ଓ ଝୁନା

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ଵାଇଁ ହତ୍ୟା ମାମଲା। ଭଦ୍ରକ ସ୍ୱତନ୍ତ୍ର ସବ୍‌ଜେଲକୁ ଗଲେ ଶର୍ମିଷ୍ଠା ଓ ଝୁନା । ଆସନ୍ତା ୧୧ ତାରିଖରେ କୋର୍ଟରେ ହାଜର ହେବେ ଶର୍ମିଷ୍ଠା ଓ ଝୁନା। ରିମାଣ୍ଡ ଅବଧି ଶେଷ ହେବା ପରେ ଚାନ୍ଦବାଲି କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ୍।

ପ୍ରକାଶ ଥାଉକି, କଡ଼ା ସୁରକ୍ଷା ପ୍ରହରୀ ମଧ୍ୟରେ ଆଜି ଶର୍ମିଷ୍ଠା ଓ ଝୁନାଙ୍କୁ ଚାନ୍ଦବାଲି କୋର୍ଟରେ ହାଜର କରାଯାଇଥିଲା। ଦୁଇ ଅଭିଯୁକ୍ତଙ୍କ ୩ ଦିନିଆ ରିମାଣ୍ଡ ଶେଷ ହେବା ପରେ ଉଭୟଙ୍କୁ କୋର୍ଟରେ ହାଜର କରାଯାଇଥିଲା।

Share

Leave a Reply

Your email address will not be published. Required fields are marked *

six − 4 =