ବିଜ୍ଞାପନ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ() ନାଗରିକତା ସଂଶୋଧନ ଆଇନକୁ ନେଇ ପଶ୍ଚିମବଙ୍ଗ ସରକାର ମମତା ବାନାର୍ଜୀଙ୍କୁ ଜୋରଦାର ଝଟକା । ସିଏଏକୁ ବିରୋଧ କରି ଲଗାଯାଇଥିବା ସମସ୍ତ ବିଜ୍ଞାପନ ହଟାଇବାକୁ କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟରେ ୬ଟି ଜନହିତ ଯାଚିକା ଦାୟର କରାଯାଇଥିଲା। ଏହା ଉପରେ ଶୁଣାଣି କରି ଏବେ ହାଇକୋର୍ଟ ବିଜ୍ଞାପନ ହଟାଇବାକୁ ମମତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Share

Leave a Reply

Your email address will not be published. Required fields are marked *

two + 5 =