ଇଟାଲୀ ଦମ୍ପତିଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ

ବିନା ଅନୁମତିରେ ମାଲକାନଗିରିର ବଣ୍ଡାଘାଟିରେ ବିଦେଶୀ ନାଗରିକ ପଶିବା ଘଟଣା ଜିଲ୍ଲା ପ୍ରଶାସନର ମୁଣ୍ଡ ବିଗାଡି ଦେଇଛି । ଆଜି ଇଟାଲିର ଜଣେ ଦମ୍ପତି ବଣ୍ଡାଘାଟିରେ ପଶି ଫଟୋ ଉଠାଉଥିବା ବେଳେ ଖବର ପାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଘଟଣା ସ୍ଥଳରେ ପିଡି ଓ ଅନ୍ୟାନ୍ୟ ବିଭାଜିୟ ଅଫିସର ମାନେ ପହଂଚି ସେମାନଙ୍କୁ ବୁଝାସୁଝା କରି ସେଠାରୁ ଫେରାଇ ଆଣିଥିଲେ । ବଣ୍ଡାଘାଟିକୁ ବିଦେଶୀ ପର୍ଯ୍ୟଟକ ଯିବା ଉପରେ କଟକଣା ଥିଲେ ମଧ୍ୟ ଇଟାଲି ଦମ୍ପତି ଏଠାକୁ କେମିତିଗଲେ ସେନେଇ ସାଧାରଣରେ ଆଲୋଚନା ହେଉଛି ।

Share

Leave a Reply

Your email address will not be published. Required fields are marked *

20 − 10 =