ଏମସିଏଲ ଖଣିରେ ବିସ୍ପୋରଣ

ଏମସିଏଲ କୁଲଡା ଓପନ କାଷ୍ଟ ଖଣିରେ ଭୟଙ୍କର ବିସ୍ପୋରଣ ଘଟି ଡ୍ରାଇଭର ସହ ଟିପର ଓଡିଯାଇଛି । ବିସ୍ପୋରଣ ଏତେ ଭୟଙ୍କରଥିଲା ଯେ ଏଥି ସହିତ ଆଉ ୨ଟି ଟିପର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏ ବିସ୍ପୋରଣର କାରଣ ଜଣାପଡିନାହିଁ । ଏଭଳି କାଣ୍ଡ ଘଟିଛି ସୁନ୍ଦରଗଡର କୁଲଡା ଓପନକାଷ୍ଟ ଖଣିରେ । ଘଟଣା ସ୍ଥଳରେ ପୋଲିସ ପଂହଚି ତଦନ୍ତ ଆରମ୍ଭ କରିଛି ।

Share

Leave a Reply

Your email address will not be published. Required fields are marked *

8 + fifteen =