ଭୁବନେଶ୍ବରରେ ପହିଁଚିଲେ ମାଧୁରୀ

ଭୁବନେଶ୍ବର () ହକି ବିଶ୍ବକପର ଉଦଘାଟନୀ ଉତ୍ସବରେ ଯୋଗ ଦେବାକୁ ବଲିଉଡ ତାରକା ମାଧୁରୀ ଦିକ୍ଷିତ ଭୁବନେଶ୍ବରରେ ପହଁଚିଛନ୍ତି । ସେ ଆସନ୍ତାକାଲି ଉଦଘାଟନୀ ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ଭୁବନେଶ୍ବରର ବିମାନ ବନ୍ଦରରେ ପହଁଚିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଆଜି ସନ୍ଧ୍ୟାରେ ସେ କଳିଙ୍ଗ ଷ୍ଟାଡିୟମ ଷ୍ଟେଜ ପରିଦର୍ଶନରେ ଯିବେ ।

Share

Leave a Reply

Your email address will not be published. Required fields are marked *

1 × 5 =