ତାରିଣୀ ବସ୍ତ୍ରାଳୟ ସିଲ କଲା ବିଏମସି

ଭୁବନେଶ୍ୱର: ଆକ୍ସନ ମୁଡରେ ବିଏମସି । ରାଜଧାନୀ ଭୁବନେଶ୍ୱରର ପ୍ରସିଦ୍ଧ ଲୁଗା ଦୋକାନ ମା ତାରିଣୀ ବସ୍ତ୍ରାଳୟ ସିଲ କରିଛି ବିଏସି । ଏହି ଦୋକାନକୁ ୭୫ ହଜାର ଟଙ୍କାର ଫାଇନ କରିଛି ବିଏମସି । ସେପଟେ ଏଠାକୁ ଆସିଥିବା ଗ୍ରାହାକଙ୍କୁ ୫ହଜାର ଟଙ୍କା ଲେଖାଏଁ ମଧ୍ୟ ଫାଇନ କରାଯାଇଛି । ତେବେ ୫ଜଣ ଗ୍ରାହାକଙ୍କଠାରୁ ୨୫ ହଜାର ଟଙ୍କାର ତଣ୍ଡ କଟାଯାଇଛି । ଯାହାକୁ ନେଇ ଗ୍ରାହାକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ସୂଚନା ଥାଉକି, ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ କମୁଥିବାଥିବା ବେଳେ ଲକଡାଉନ ଟିକେ କୋହଳ କରାଯାଇଛି । ଯାହାର ଫାଇଦା ନେଇ ଦେକାନ ଖୋୁଛନ୍ତି ବ୍ୟବସାୟୀ । ଯାହାକୁ ନେଇ ଆକ୍ସନ ମୁଡରେ ରହିଛି ବିଏମସି । ଆଜି ସକାଳେ ବାପୁଜୀନଗରରେ ଚଢ଼ାଉ କରିଥିବା ବେଳେ ଅପରାହ୍ନରେ ତାରିଣୀ ବସ୍ତ୍ରାଳୟ ଉପରେ ଚଢ଼ାଉ କରିଛି ।

Share

Leave a Reply

Your email address will not be published. Required fields are marked *

9 + eighteen =