ମଦ ଦେକାନରୁ ଲୁଟିନେଲେ

ବଲାଙ୍ଗୀର: ଜିଲ୍ଲାର କଦମପଡା ସ୍ଥିତ ୭ ନମ୍ବର ବିଦେଶୀ ଅଫ ସପରୁ ଚୋରି । ବିଳମ୍ବିତ ରାତିରେ ଚୋରମାନେ ଦୋକାନର ତାଲା ଭାଙ୍ଗି ପ୍ରାୟ ୪୯ ପେଟି ମଦ ଚୋରି କରି ନେଇଯାଇଛନ୍ତି । ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହୋଇଥିବା ଦୋକାନ ମାଲିକ ସୂଚନା ଦେଇଛନ୍ତି । ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି କି ଦାମୀ ମଦକୁ ଛାଡ଼ି କମ ଟଙ୍କିଆ ମଦ ନେଇଥିବା ଦେଖିବାକୁ ମିଳିଛି । ଟେଉଁଥିରୁ ସ୍ପଷ୍ଠ ଜଣା ପଡ଼ିଛି କି ଚୋରମାନେ ମୁର୍ଖ ଓ ଘୋଡ଼ା ମଦୁଆ ହୋଇଥିବେ । ଏଭଳି ଚର୍ଚ୍ଚା ଏବେ ସ୍ଥାନୀୟ ଅଞ୍ଚଳରେ ହେଉଛି । ସେପଟେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Share

Leave a Reply

Your email address will not be published. Required fields are marked *

fourteen − seven =