ଖୋର୍ଦ୍ଧାରେ ସିରିଜ୍ ଲୁଟ୍, ସଟର ତାଡି ନେଇଗଲେ ଲକ୍ଷାଧିକ ଟଙ୍କା

ଖୋର୍ଦ୍ଧାରେ ସିରିଜ୍ ଲୁଟ୍। ଗୋଟେ ରାତିରେ ସହରର ବିଭିନ୍ନ ଦୋକାନର ସଟର ତାଡି ଲୁଟ୍ ହୋଇଛି। ଖୋର୍ଦ୍ଧା ଓ ଏହାର ଆଖପାଖ ଅଞ୍ଚଳ ତରତୁଆ ଓ ଶରଧାପୁର ଅଞ୍ଚଳରୁ ଦୁର୍ବୃତ୍ତମାନେ ଲୁଟ୍ କରିଛନ୍ତି। ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ପ୍ରାୟ ୬ଟି ଦୋକାନରୁ ଲୁଟ୍ ହୋଇଛି। ଖୋର୍ଦ୍ଧା ଟାଉନ ପୋଲିସ ଘଟଣାର ତଦନ୍ତ କରୁଛି।

Share

Leave a Reply

Your email address will not be published. Required fields are marked *

nine − five =