ଲାଞ୍ଚ ନେବାବେଳେ ମହିଳା ପୋଲିସ ଗିରଫ

ଅନୁଗୁଳ: ଭିଜିଲାନ୍ସ ଜାଲରେ  ଫସିଲେ ମହିଳା ପୋଲିସ  ଅଧିକାରୀ । ଏନଟିପିସି ପୋଲିସ ଥାନା ଅଧିକାରୀ ମହୋସ୍ମୀତା ପଣ୍ଡାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଏବଂ ଅନୁଗୋଳର ଭିଜିଲାନ୍ସ ବିଭାଗ ଗିରଫ କରିଛି । ସୁଭେନ୍ଦୁ ଦାସ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ବେଲ ପ୍ରଦାନ କରିବା ନେଇ ଥାନା ଅଧିକାରୀ ଲାଞ୍ଚ ନେଉଥବା ବେଳେ ଭିଜିଲାନ୍ସ ବିଭାଗ ଚଢାଉ କରିଥିଲେ । ପୂର୍ବରୁ ମଧଯ ଥାନା ଅଧିକାରୀ ମହୋସ୍ମୀତା ୫ ହଜାର ଟଙ୍କା ଲାଞ୍ଚ ନେଇଥିଲେ । ଏନେଇ ଭିଜିଲାନ୍ସ ବିିଭାଗ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏନେଇ ଭିଜିଲାନ୍ସ ବିିଭାଗ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Share

Leave a Reply

Your email address will not be published. Required fields are marked *

one × 3 =