ନାଚ ଦେଖି ନାଚିଲେ ବିଧାୟିକା

ସୁନ୍ଦରଗଡ() ନାଚିଲେ ବିଧାୟିକା କୁସୁମ ଟେଟେ । ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ତରଫରୁ ଆରମ୍ଭ କରାଯାଇଥିଲା ଖୁଏଲ ଯାତ୍ରା । ପଶ୍ଚିମ ଓଡିଶାର ଲୁକ୍କାୟିତ କଳା ସଂସ୍କୃତିକୁ ରାଜରାସ୍ତାରେ ପରିବେଷଣ କରୁଥିଲେ ଛାତ୍ରଛାତ୍ରୀ । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିଲେ ବିଧାୟିକା କୁସୁମ ଟେଟେ । ତେବେ ଛାତ୍ରୀଙ୍କ ସୁନ୍ଦର ନାଚ ଦେଖିବା ପରେ ବିଧାୟିକା , ଛାତ୍ରଛାତ୍ରୀଙ୍କ ଗହଣକୁ ଆସି ପାଦରେ ପାଦ ମିଶାଇ ନାଚିଥିଲେ । କିଛି ବିଧାୟିକାଙ୍କ ସହିତ ସେଲଫି ନେବାକୁ ବି ଭୁଲି ନଥିଲେ ।

Share

Leave a Reply

Your email address will not be published. Required fields are marked *

2 × three =