୮ରେ ବାଣୀବିହାର ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର()  ଆସନ୍ତା ଡିସେମ୍ବର ୮ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବୁଲିର ସ୍ୱତନ୍ତ୍ର ଉତ୍ସବରେ ଯୋଗଦେବେ । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି।

ଉତ୍କଳ ବିଶ୍ଵବିଦ୍ୟାଳୟକୁ ୭୫ ବର୍ଷ ପୁରିଛି। ଏହି ଅବସରରେ ପ୍ଲାଟିନମ୍ ଜୁବୁଲିର ସ୍ଵତନ୍ତ୍ର ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି।
ସେହିଭଳି ଗତକାଲି ପ୍ଲାଟିନମ ଜୁବୁଲିର ଉଦଘାଟନ ଉତ୍ସବରେ ଯୋଗ ଦେଇ ନବୀନ ୧୦୦ କୋଟି ଟଙ୍କା ପ୍ୟାକେଜ ଘୋଷଣା କରିଥିବା ବେଳେ ଆଜି ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ଧର୍ମେନ୍ଦ୍ର ପ୍ରଧାନ ।

Share

Leave a Reply

Your email address will not be published. Required fields are marked *

eighteen − three =