୭ରେ ଓଡିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର() ଆସନ୍ତା ୭ ତାରିଖ ସନ୍ଧ୍ୟାରେ ଓଡିଶା ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୮ ତାରିଖ ସକାଳେ ଖୋର୍ଦ୍ଧା ଯିବେ ରାମନାଥ କୋବିନ୍ଦ । ଆଉ ତାରେ ଖୋର୍ଦ୍ଧାରୁ ବାଣୀବିହାର ଆସିବେ ରାଷ୍ଟ୍ରପତି । ବାଣୀବିହାରରେ କାର୍ୟ୍ୟକ୍ରମ ସାରି ରାଜଭବନରେ ମଧ୍ୟାହ୍ନ ଭୋଜନ କରିବେ । ଆଉ ସନ୍ଧ୍ୟାରେ ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି । ସେପଟେ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ମୁତୟନ ହେବେ ୫୦ ପ୍ଲାଟୁନ ଫୋର୍ସ । ତେବେ ସୁରକ୍ଷା ନେଇ ସୂଚନା ଦେଇଛନ୍ତି ଅନ୍ତରୀଣ ଡିଜିପି ।

Share

Leave a Reply

Your email address will not be published. Required fields are marked *

10 + 5 =