କରୋନା ମୁକାବିଲା ପାଇଁ ପୂର୍ବତନ ବିଧାୟକ ଦାନ କଲେ ୩ମାସର ପେନସନ

କେନ୍ଦ୍ରାପଡା()କରୋନା ନେଇ ସାରା ବିଶ୍ୱରେ ଭୟାବହର ବାତ୍ତାବରଣ ସୃଷ୍ଟି ହୋଇଛି । ଏପର୍ଯ୍ୟନ୍ତ ଏହାର ପ୍ରତିଷେଧକ ମଧ୍ୟ ବାହାରିନି । ଏହାରି ମଧ୍ୟରେ କରୋନା ମୁକାବିଲା ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ପୂର୍ବତନ ବିଧାୟକ କିଶୋର ତରେଇ । ସେ ନିଜର ୩ମାସର ପେନସନ ୧୦୦୦୦୦ ଟଙ୍କା ଜିଲ୍ଲାପାଳଙ୍କ ମାଧ୍ୟମରେ କୋଭିଡ୧୯ର ମୁକାବିଲା ହେତୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । ଏହାସହ କରୋନା ମୁକାବିଲା ହେଉଛି ସମସ୍ତ ସଖ୍ୟମ ଓ ସଚେତନ ନାଗରୀକଙ୍କର ଏକ ସାମାଜିକ ଦାୟିତ୍ବ ବୋଲି ସେ ପ୍ରକାଶ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

one × 3 =